ଗୀତିକାର ଡ଼ାଇରୀ - ଶ୍ରୀ ସୁଧାଂଶୁ ଶେଖର ପାତ୍ର

  


ଶ୍ରୀ ସୁଧାଂଶୁ ଶେଖର ପାତ୍ର ଏହି ନାଁ ଟି ଗୀତିକାର  ଭାବରେ ସେତେ  ପରିଚିତ ନହେଲେ ବି ହାତ ଗଣତି ତାଙ୍କର କିଛି ଟା ଗୀତ ଦର୍ଶକ ମାନଙ୍କ ର ବେଶ୍ ପସନ୍ଦ ହୋଇଛି। 
  • ନାମ - ସୁଧାଂଶୁ ଶେଖର ପାତ୍ର
  • ଗ୍ରାମ - ଖସିଗୁଡା,
  • ଡାକ ଘର -  ଚିଲିଗୁଡା ,
  • ଥାନା - ଜୁନାଗଡ଼, 
  • ଜିଲ୍ଲା - କଳାହାଣ୍ଡି,
  • ଓଡ଼ିଶା  -୭୬୬୦୧୪ 
  • ମୋବାଇଲ୍ -୮୧୪୪୬୮୫୧୬୫
  • ଶିକ୍ଷାଗତ ଯୋଗ୍ୟତା - ସ୍ନାତକୋତ୍ତର (ଇଂରାଜୀ) 
  • ବୃତ୍ତି - ଶିକ୍ଷକତା
  • ବର୍ତ୍ତମାନ  କର୍ମସ୍ଥଳି - ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଜୁନାଗଡ଼, କଳାହାଣ୍ଡି 

ଲେଖକ ଓ ସହିତ୍ୟିକ  - ଶ୍ରୀ ସୁଧାଂଶୁ ଶେଖର ପାତ୍ର                                        
  • ଲେଖାଲେଖି ଆରମ୍ଭ. - ୧୯୮୬ ମସିହା 
  • ଆକାଶବାଣୀ ଜୟପୁର (୧୯୮୬) ଏବଂ ଆକାଶବାଣୀ ଭବାନୀପାଟଣା (୧୯୯୩) ସହିତ ସଂପୃକ୍ତ , ଆକାଶବାଣୀ ନାଟକ ବିଭାଗ ଙ୍କର  ସ୍ୱୀକୃତପ୍ରାପ୍ତ କଳାକାର  
  • ଆମ ଓଡ଼ିଶାରଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ଲେଖା ସ୍ଥାନୀତ ହେବାର ପ୍ରକ୍ରିୟା ଆରମ୍ଭ - ୧୯୯୦ 
  • ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ ଓ ପ୍ରସାରିତ ହୋଇଥିବା ଲେଖା
  • କବିତା - 
    •  ଅମଉଳା ଫୁଲ 
    • ଝରକା ବନ୍ଦ କରିଦେଲେ 
    • ଜୀବନର ପଥେ 
    • କାମନାର ଅସମାପ୍ତ ମଞ୍ଚ 
    • ସକାଳ ହେଲା 
    • ହାତ ବଢ଼େଇ ଦେ 
    • ଆଗେଇ ଚାଲ 
    • ମାଟିର କବିତା ଲେଖୁ ଲେଖୁ 
    • କବିତା ଲେଖିବି 
    • ପାଥେୟ 
    • ସ୍ଵତନ୍ତ୍ର ଭିକ୍ଷୁକ 
    • ନିଆଁ ଜଳୁଥିବ 
    • ବିଲୟ
    • ଉଦାହରଣ  
    • ଚରମାନନ୍ଦ 
    • ପୁରୋଧା 
    • ଭିକ 
    • କଳ୍ପନା 
    • କଳାହାଣ୍ଡି 
    • ବିଲୟ
    • ବିଶ୍ବାସର ପାଞ୍ଜି 
    • ପଦକ 
    • ପଶୁ ଜନମ ମିଳୁ ମୋତେ 
    • ଅସ୍ତ ଛବି 
    • ପ୍ରହେଳିକା 
  • ପ୍ରବନ୍ଧ 
    • କଳାହାଣ୍ଡିର ଲୋକଗୀତରେ ଜନ  ଜୀବନର ଚିତ୍ର
    • ଗୁରୁ ନାନକ 
    • ପଣ୍ଡିତ ଜବାହରଲାଲ ନେହେରୁ 
    • ଋତୁ ପରିବର୍ତ୍ତନ 
    • ଭୂମିକମ୍ପ 
    • ସମୟାନୁବର୍ତ୍ତିତା 
    • କଳାହାଣ୍ଡିର ଜନ ଜୀବନରେ କ୍ରୀଡା 
  • ଗଳ୍ପ 
    • ମନ୍ତ୍ରୀ ହେବ କିଏ 
    • ମିଛ କହିବାର ଫଳ 
    • ବିଶ୍ଵାସର ଭଗବାନ 
    • ଉଚିତ ବୁଝାମଣା 
    • କାଠୁରିଆ
    • ପାପକ 
    • ଲଙ୍କେଶ୍ଵରୀ  
  • ନାଟକ/ଗୀତିନାଟ୍ୟ 
    • ମହିଷାମର୍ଦ୍ଦିନୀ
    • ସୂର୍ଯ୍ୟୋଦୟ
    • ଭରତ 
    • ହରିଶ୍ଚନ୍ଦ୍ର 
    • ଶ୍ରୀକୃଷ୍ଣ ଜନ୍ମ 
    • ଏକତାର ରାହା 
    • ଶ୍ରୀପଞ୍ଚମୀ
    • ଶ୍ରୀଗଣେଶ 
    • ବୃକ୍ଷମିତ୍ର 
  • ପ୍ରକାଶିତ ପୁସ୍ତକ 
    • ସୂର୍ଯ୍ୟୋଦୟ (ନାଟକ ସଙ୍କଳନ)
    • ୨୦୦୦ ମସିହାରେ 
    • କାଠୁରିଆ(ଗଳ୍ପ ସଙ୍କଳନ)..୨୦୦୧ମସିହାରେ 
    • ଜୀବନର ପଥେ(କବିତା ସଙ୍କଳନ)..୨୦୧୬ ମସିହାରେ 
  • ରାଜ୍ୟ ଶିକ୍ଷା ପ୍ରୌଦ୍ୟୋଗୀକି ପ୍ରତିଷ୍ଠାନ, ଭୁବନେଶ୍ୱର ଙ୍କ ଦ୍ଵାରା ସ୍ଵୀକୃତ ଓ ପଞ୍ଜିକୃତ  ଲେଖକ..୧୯୯୯
  • ମୟୂରଭଞ୍ଜ ଓ ରୂପାଥାଳିଆ  ସମ୍ମାନ-୧୯୯୪
  • ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦ, ଭବାନୀପାଟଣା, କଳାହାଣ୍ଡି ଙ୍କ  ପ୍ରଦତ୍ତ ସର୍ବଶ୍ରୀ ସାହିତ୍ୟ ସମ୍ମାନ ୨୦୧୩ 
  • Received National E-Innovation Award -2020  of MUGU International Foundation , Himachal Pradesh in 2021

ସୁଧାଂଶୁ ଶେଖର ପାତ୍ର ଙ୍କ ଗୀତ ରଚନା ଶୈଳୀ, ନିଶ୍ଚିତ ରୂପେ ଭିନ୍ନତା ଦାବୀ କରେ । 

ଆମ ତରଫରୁ ସୁଧାଂଶୁ ଙ୍କୁ ଅନେକ ଅନେକ ଶୁଭକାମନା । ଆମେ ତାଙ୍କ ସହିତ ଜଡିତ ହୋଇ ଗୌରବାନ୍ୱିତ ମାନେ କରୁ ।  

ସୁଧାଂଶୁ ଙ୍କୁ ଆପଣ ମାନେ ନିମ୍ନୋକ୍ତ ସଂଖ୍ୟା ରେ ସଂପର୍କ କରିପାରନ୍ତି 


ସୁଧାଂଶୁ ଶେଖର ପାତ୍ର  ଆମ ପାଇଁ  ଲେଖିଥିବା କିଛି ଗୀତ

  1. ପ୍ରଭୁ ଜଗନ୍ନାଥ ( https://youtu.be/Urfs9at_hOo )
ତାଙ୍କର ଆଉ କିଛି ଟି ଗୀତ ରିଳିଜ଼ ପ୍ରତୀକ୍ଷା ରେ ଅଛି ।

 



Comments

Popular posts from this blog

ବହି ଯାଏ ମନ ଆଜି (Bahi Jaye Mana Aji)

ଏକ ତୁମେ ଅନେକ ତୁମେ ( Eka tume aneka tume )